ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଅଣ୍ଟା ଯନ୍ତ୍ରାଣରୁ ମୁକ୍ତି ପାଇଁ କେମିତି କରିବେ ଫିଜିଓଥେରାପି ଏକ୍ସର ସାଇଜ? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

ପ୍ରତ୍ୟେକ ବ୍ୟକ୍ତି ଜୀବନରେ କେବେ ନା କେବେ ଅଣ୍ଟା ବିନ୍ଧାର ଶିକାର ହୋଇଥାଆନ୍ତି। ହେଲେ ଏହାର କାରଣ ଭିନ୍ନ ଭିନ୍ନ ହୋଇପାରେ। ତେବେ କେଉଁ ସବୁ ଏକ୍ସରସାଇଜ୍‌ କଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିବ? ଏନେଇ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #WorldPhysiotherapyDay #BackPain #Physiotherapy #Exercise #Treatment #HealthyLife #OdiaHealthTips

Comment