ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ବୟସ୍କ ଲୋକ ଫିଟ୍ ରହିବା ପାଇଁ କେମିତି କରିବେ ଫିଜିଓଥେରାପି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

ବୟସ୍କ ଲୋକମାନଙ୍କୁ ବିଭିନ୍ନ କାରଣରୁ ଘରେ ରହିବାକୁ ପଡ଼େ। ଫଳରେ ସେମାନଙ୍କ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ଚାଲିବା ବୁଲିବା କଷ୍ଟକର ହୋଇଥାଏ।

ତେବେ ବୟସ୍କ ଲୋକମାନେ କିପରି ଫିଟ୍‌ ରହିବେ, ସେନେଇ ଜଣାଶୁଣା ଫିଜିଓଥେରାପିଷ୍ଟ ଡାକ୍ତର ସୁନୀଲ ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #WorldPhysiotherapyDay #Physiotherapy #Exercise #Treatment #HealthyLife #OdiaHealthTips

LEAVE A REPLY

Please enter your comment!
Please enter your name here