ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆତ୍ମହତ୍ୟାକୁ ରୋକିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦କୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ଜଣେ ନିଜର ଜୀବନକୁ ଇଛାକୃତ ଭାବରେ ଶେଷ କରିବାକୁ ଆତ୍ମହତ୍ୟା କୁହାଯାଏ।

କିନ୍ତୁ ଆତ୍ମହତ୍ୟାର ଭାବନାକୁ କେମିତି ରୋକିବେ? ଏ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #SuicidePreventionDay #Suicide #Symptoms #SuicidalBehavior #DoctorsAdvice

Comment