ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ଅଣ୍ଟା ବିନ୍ଧା ହେଉଛି ଅଧିକାଂଶ ଲୋକଙ୍କର ସମସ୍ୟା। ଯୁବାସ୍ଥାରେ ମଧ୍ୟ ଅଣ୍ଟା ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି।

ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଏବଂ କେତେକ ଯୋଗାସନ କରି ଜଣେ ବ୍ୟକ୍ତି ଅଣ୍ଟା ବିନ୍ଧା ସମସ୍ୟାରୁ ଉପଶମ ପାଇପାରିବ ବୋଲି ଯୋଗ ବିଶେଷଜ୍ଞ କୁହନ୍ତି।

ତେବେ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ଯୋଗାସନ କରିବେ? ସେ ସମ୍ପର୍କରେ ଯୋଗ ବିଶେଷଜ୍ଞ ପ୍ରତ୍ୟୁଷ ରଞ୍ଜନ ରାୟଙ୍କଠାରୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #yoga #backpain #backpainrelief #odiahealthtips

Comment