ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ସାଲମୋନେଲା ଟାଇଫି ନାମକ ବ୍ୟାକ୍ଟେରିଆ ସଂକ୍ରମଣ ହେଲେ ଏହି ଜ୍ୱର ସୃଷ୍ଟି ହୋଇଥାଏ। ଟାଇଫଏଡ୍ ଜ୍ୱରର ସଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ରହିଥାଏ ବୋଲି ଡାକ୍ତର କୁହନ୍ତି।

ତେବେ କାହିଁକି ହୁଏ ଟାଇଫଏଡ୍ ଜ୍ୱର? ଏହାର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ୍‌ ଓଡ଼ିଆର ଏହି ଭିଡିଓରେ।

Tags: #Typhoid #Symptoms #DoctorsAdvice #OdiaHealthTips #Treatment

LEAVE A REPLY

Please enter your comment!
Please enter your name here