ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯୁବତୀ ହୁଅନ୍ତୁ କିମ୍ବା ମହିଳା, ସମସ୍ତେ ଦାଗମୁକ୍ତ ସୁନ୍ଦର ଚେହେରା ପସନ୍ଦ କରିଥାନ୍ତି। ନିଜର ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନାନା ଉପାୟ ମଧ୍ୟ କରିଥାନ୍ତି। କିନ୍ତୁ କୌଣସି କାରଣରୁ ଅଧିକାଂଶ ମହିଳାଙ୍କ ମୁହଁରେ କଳାଦାଗ ହୋଇଯାଏ।

ଗର୍ଭଧାରଣ ପରେ ବା ଗୋଟିଏ ବୟସ ପରେ ଅଧିକାଂଶ ମହିଳାଙ୍କ ମୁହଁରେ କଳାଦାଗ ହୋଇଥାଏ। ଏହା କପାଳରେ, ଗାଲରେ, ନାକରେ ଦେଖିବାକୁ ମିଳିଥାଏ, ଯାହାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଯାଏ।

ତେବେ କାହିଁକି ମୁହଁରେ ହୋଇଥାଏ କଳାଦାଗ ଏବଂ କେମିତି ଏହାର ଚିକିତ୍ସା କରିହେବ? ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Melasma #Treatment #Odiahealthtips #doctorsadvice #prevention

Comment