ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟବ୍ୟୁରୋ

ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି।

ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ, ଡେଙ୍ଗୁକୁ ରୋକିବା କିପରି ଏବଂ ଡେଙ୍ଗୁ ହେଲେ କ’ଣ ସବୁ ଜଟିଳତା ଦେଖାଦିଏ? ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Dengue #denguefever #Doctorsadvise #treatment #Symptoms #odiahealthtips

Comment