ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି ଲାଗି ରହିଲେ ସ୍ୱର ବଦଳିବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।

ସଠିକ ସମୟରେ ଏହାର ଚିକିତ୍ସା କରିବା ଆବଶ୍ୟକ। ତେବେ କାହିଁକି ହୁଏ ଗଳା ସଂକ୍ରମଣ ଏବଂ କିପରି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ବିଶିଷ୍ଟ କଣ୍ଠ, ନାଶା, ଗଳା ବିଭାଗର ଡାକ୍ତର ରୋହିତ ଅଗ୍ରଓ୍ଵାଲ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #throatinfection #odiahealthtips #healthcare #doctorsadvice

Comment