ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହର୍ପିସ୍ ସିମ୍ପ୍ଲେକ୍ସ ଭୂତାଣୁ (ଏଚ୍‌ଏସ୍‌ଭି), ଯାହାକୁ ହର୍ପିସ୍ କୁହାଯାଏ। ଏହା ଏକ ପ୍ରକାର ଭୂତାଣୁ ସଂକ୍ରମଣ। ଏହା ମୁଖ୍ୟତଃ ମୁହଁ, ଆଖି, ମୁଣ୍ଡ ଏବଂ ଯୋନିରେ ହୋଇଥାଏ।

ତେବେ କାହିଁକି ହୁଏ ହର୍ପିସ, ଏହାର ଲକ୍ଷଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ? ସେ ବିଷୟରେ ଭେଷଜ ବିଶେଷଜ୍ଞ ସୁଧାଂଶୁ ସେଖର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Herpes #symptoms #treatment #doctorsadvice #odiahealthtips

Comment