ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲେ କଟକ ଜିଲ୍ଲାପାଳ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ମିଳିଛି ନୂଆ ଦାୟିତ୍ଵ। ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏବେ କଟକର ନୂଆ ଜିଲ୍ଲାପାଳ ହେବେ ନରହରୀ ସେଠୀ।

ନରହରି ସେଠୀ ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶକ ଥିଲେ। ନରହରି ସେଠୀଙ୍କ ସ୍ଥାନରେ ଭବାନୀ ଶଙ୍କର ଚୟନୀ ଅବସ୍ଥାପିତ ହେବେ।

ଭବାନୀ ଶଙ୍କର ଚୟନୀ ୨୦୧୯ ମସିହା ଜୁନ ୨୪ ତାରିଖରେ କଟକର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥଲେ।

Tags: #CuttackCollector #DrBhabaniShankarChayaniTransferred #NarahariSethy #NewAppointment #GovtofOdisha

Comment