ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଗତକିଛି ଦିନ ହେଲା ଆନାକୋଣ୍ଡାଟି ଅସୁସ୍ଥ ଥିଲା।

୪୬ ନମ୍ବର ଖୁଆଡ଼ରେ ୧୦ଟି ଆନାକୋଣ୍ଡା ଥିଲେ। ଏମାନଙ୍କ ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ବୁଧବାର ଦିନ ମୃତ୍ୟୁ ହୋଇଛି।

ଗତ ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ଚେନ୍ନାଇର ‘ଦ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ’ ପକ୍ଷରୁ ଉପହାରରେ ୮ଟି ହଳଦିଆ ରଙ୍ଗର ଆନାକୋଣ୍ଡା ନନ୍ଦନକାନନକୁ ଆସିଥିଲା।

Tags: #NandanKanan #Bhubaneswar #Anaconda #Death #YellowAnaconda

LEAVE A REPLY

Please enter your comment!
Please enter your name here