ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ପାଟିରୁ ସମସ୍ତ ରୋଗର ସୃଷ୍ଟି। ପାଟି ବାଟେ ସମସ୍ତ ବ୍ୟାକ୍ଟେରିଆ ଶରୀରକୁ ଯାଇଥାଏ। ତେଣୁ ମୁଖର ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଥଲାଗି ଦାନ୍ତର ଯତ୍ନ ନେବା ନିହାତି ଆବଶ୍ୟକ।

ଦାନ୍ତରେ କ୍ୟାଭିଟି, ସଂକ୍ରମଣ ତଥା ଦାନ୍ତ କ୍ଷୟରୁ ରକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ଦାନ୍ତ ସଫା କରିବା ନିହାତି ଜରୁରୀ। ଏଥିପାଇଁ ଦୈନିକ ୨ ଥର ବ୍ରସ୍‌ କରିବା ଆବଶ୍ୟକ।

ତେବେ ଦାନ୍ତ ବ୍ରସ୍‌ କରିବାର ସଠିକ୍‌ ଉପାୟ କ’ଣ ବା କେମିତି ବ୍ରସ୍‌ କଲେ ଦାନ୍ତ ସଫା ରହିବ? ଦାନ୍ତର ଯତ୍ନ ବିଷୟରେ ଡାକ୍ତର ଏଲିନା ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2024 #HealthForAll #Dentalcare #Healthylife #OdiaHealthTips

LEAVE A REPLY

Please enter your comment!
Please enter your name here