ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ବର୍ତ୍ତମାନ ସମୟରେ ବେକ ବିନ୍ଧା ହେବାର ମୁଖ୍ୟ କାରଣ ହେଉଛି ଭୁଲ ଶୈଳୀରେ ଘଣ୍ଟା ଘଣ୍ଟା ମୋବାଇଲ ଦେଖିବା କିମ୍ବା କମ୍ପ୍ୟୁଟର ଆଗରେ ବସି କାମ କରିବା।

ତେବେ ଅସହ୍ୟ ବେକ ବିନ୍ଧାରୁ ମୁକ୍ତି ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି। ବେକ ବିନ୍ଧା ପାଇଁ କେଉଁ କେଉଁ ଫିଜିଓଥେରାପି ଏକ୍ସରସାଇଜର ଆବଶ୍ୟକତା ରହିଛି, ଏନେଇ ବିଶିଷ୍ଟ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #Physiotherapy #OdiaHealthTips #Treatment #NeckPainTherapy

LEAVE A REPLY

Please enter your comment!
Please enter your name here