ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଛୋଟ ପିଲାଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ। କୋଷ୍ଠକାଠିନ୍ୟକୁ ଚିହ୍ନିବା ବେଳେବେଳେ ବାପା ମା’ଙ୍କ ପାଇଁ ସହଜ ହୋଇନଥାଏ। ସଠିକ ସମୟରେ ଏହାର ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଗଲେ କୋଷ୍ଠକାଠିନ୍ୟର ଜଟିଳତାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।

ପିଲାଙ୍କ କୋଷ୍ଠକାଠିନ୍ୟ ସମସ୍ୟାକୁ କିପରି ଚିହ୍ନିବେ, ଏହାର ଲକ୍ଷଣ କ’ଣ ଏବଂ କିପରି ଏହାର ଚିକିତ୍ସା କରାଯାଏ? ଏ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକ କ’ଣ କହୁଛନ୍ତି ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Constipation #ConstipationinChildren #Treatment #DoctorsAdvice #OdiaHealthTips

LEAVE A REPLY

Please enter your comment!
Please enter your name here