ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଲେ, ସେଥିରୁ ଆସୁଥିବା ଅତିବାଇଗଣି ରଶ୍ମୀ କାରଣରୁ ଚର୍ମ କଳା ହୋଇଯାଏ। ଏହାକୁ ସନ୍‌ ଟ୍ୟାନ୍‌ ବୋଲି କୁହାଯାଏ।

ତେବେ କେମିତି ଦୂର ହେବ ସନ୍ ଟ୍ୟାନ୍  ଏବଂ ଏହା ଯୋଗୁଁ କେଉଁ କେଉଁ ସମସ୍ୟା ହୋଇପାରେ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକ କ’ଣ କହୁଛନ୍ତି ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିରେ।

Tags: #SunTan #Treatment #OdiaHealthTips #DoctorsAdvice

Comment