ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ତେବେ ଏହାପୂର୍ବରୁ କେନ୍ଦ୍ର କ୍ୟାବିନେଟର ରୂପରେଖ କେମିତି ରହିବ ଏହାର ସମ୍ଭବ୍ୟ ଚିତ୍ର ସାମ୍ନାକୁ ଆସିଛି।

ଏଥର ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣଙ୍କୁ ପୁଣି ସୁଯୋଗ ମିଳିବାକୁ ଯାଉଛି। ଓଡିଶାରୁ ଏଥିରେ ସାମିଲ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଅପରାହ୍ଣରେ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁଥିବା ନେତାଙ୍କ ସହ ଅଲୋଚନା କରିଥିଲେ।

ଜାଣନ୍ତୁ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ

୧. ଅମିତ ଶାହା- ଗୁଜରାଟ

୨. ନୀତିନ ଗଡ଼କରୀ- ମହାରାଷ୍ଟ୍ର

୩. ଧର୍ମେନ୍ଦ୍ର ପ୍ରଧାନ- ଓଡ଼ିଶା

୪. ନିର୍ମଳା ସୀତାରମଣ- ତାମିଲନାଡୁ

୫. ଶିବରାଜ ସିଂ ଚୌହାନ – ମଧ୍ୟପ୍ରଦେଶ

୬. ଅଶ୍ୱିନୀ ବୈଷ୍ଣବ- ଓଡ଼ିଶା

୭. ଜୁଏଲ ଓରାମ- ଓଡ଼ିଶା

୮. ରାଜନାଥ ସିଂ- ଉତ୍ତରପ୍ରଦେଶ

୯. ପୀୟୁଷ ଗୋଏଲ- ମହାରାଷ୍ଟ୍ର

୧୦. ମନସୁଖ ମାଣ୍ଡବିୟ- ଗୁଜରାଟ

୧୧. ଅର୍ଜୁନ ମେଘୱାଲ- ରାଜସ୍ଥାନ

୧୨. କେ ଅନ୍ନାମଲାଇ- ତାମିଲନାଡ଼ୁ

୧୩. ସୁରେଶ ଗୋପି- କେରଳ

୧୪. ମନୋହର ଲାଲ ଖଟ୍ଟର- ହରିୟାଣା

୧୫. ସର୍ବାନନ୍ଦ ସୋନୋୱାଲ – ପୂର୍ବୋତ୍ତର

୧୬. କିରନ ରିଜିଜୁ- ଅରୁଣାଚଳ ପ୍ରଦେଶ

୧୭. ରାଓ ଇନ୍ଦ୍ରଜିତ ସିଂହ – ହରିଆଣା

୧୮ ଜିତେନ୍ଦ୍ର ସିଂ – ଜମ୍ମୁ କଶ୍ମୀର

୧୯ କମଲଜୀତ ସେହରାୱତ – ଦିଲ୍ଲୀ

୨୦. ରକ୍ଷା ଖଡସେ – ମହାରାଷ୍ଟ୍ର

୨୧. ଜି କିଶନ ରେଡ୍ଡି – ତେଲଙ୍ଗାନା

୨୨. ହରଦୀପ ସିଂ ପୁରୀ- ପଞ୍ଜାବ

୨୩. ନିତ୍ୟାନନ୍ଦ ରାୟ- ବିହାର

୨୪. ବାନ୍ଦି ସଞ୍ଜୟ କୁମାର- ତେଲେଙ୍ଗାନା

୨୫. ପଙ୍କଜ ଚୌଧୁରୀ- ଉତ୍ତରପ୍ରଦେଶ

୨୬. ବିଏଲ୍ ବର୍ମା- ଉତ୍ତରପ୍ରଦେଶ

୨୭. ଅନ୍ନପୂର୍ଣ୍ଣା ଦେବୀ- ଝାଡଖଣ୍ଡ

୨୮. ରବନୀତ ସିଂ ବିଟ୍ଟୁ- ପଞ୍ଜାବ

୨୯. ଶୋଭା କରନ୍ଦଲାଜେ – କର୍ଣ୍ଣାଟକ

୩୦. ହର୍ଷ ମଲହୋତ୍ରା- ଦିଲ୍ଲୀ

୩୧. ଜିତିନ ପ୍ରସାଦ- ଉତ୍ତରପ୍ରଦେଶ

୩୨. ଭାଗିରଥ ଚୌଧୁରୀ- ରାଜସ୍ଥାନ

୩୩. ସିଆର୍ ପାଟିଲ- ଗୁଜରାଟ

୩୪. ଅଜୟ ଟମ୍ଟା- ଉତ୍ତରାଖଣ୍ଡ

୩୫. ଗଜେନ୍ଦ୍ର ସିଂ ଶେଖାଓ୍ବତ- ରାଜସ୍ଥାନ

୩୬. ଜ୍ୟୋତିରାଦିତ୍ୟ ସିନ୍ଧିଆ- ମଧ୍ୟପ୍ରଦେଶ

୩୭. ରାମ ମୋହନ ନାଇଡୁ – ଆନ୍ଧ୍ରପ୍ରଦେଶ  

୩୮. ଚିରାଗ ପାଶୱାନ – ବିହାର

Tags: #NarendraModi #OathTaking #PrimeMinister #CentralCabinet #Ministers #India  

LEAVE A REPLY

Please enter your comment!
Please enter your name here