ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅସାବଧାନତା, ଅବହେଳା ଏବଂ ଦୁସାହସିକତା ପାଇଁ ପ୍ରତି ମୁହୂର୍ତ୍ତରେ ପାଣିରେ ବୁଡ଼ିବା ଯୋଗୁଁ ଅନେକ  ଜୀବନ ଚାଲିଯାଉଛି।ଫଳରେ କ୍ଷଣିକରେ ଅନେକ ହସଖୁସିର ସଂସାର ଉଜୁଡ଼ି ଯାଉଛି। ମୃତକଙ୍କ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଯନ୍ତ୍ରଣାରେ କାଳ କାଟୁଛନ୍ତି।

ପାଣିରେ ବୁଡ଼ିବା ଘଟଣା ମୁହୂର୍ତ୍ତକରେ ଘଟିଥାଏ। ଅନେକ ସମୟରେ ପାଣିରେ ବୁଡ଼ୁଥିବା ବ୍ୟକ୍ତି ନିଜେ ମଧ୍ୟ ଏ ବିଷୟରେ ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ। ଲୋକଙ୍କ ମଧ୍ୟରେ ଏ ବିଷୟରେ ସଚେତନତା ସୃଷ୍ଟି କରି ଏହିଭଳି ଅଘଟଣକୁ କମ କରାଯାଇପାରିବ। ଏହା ସହ ପାଣିରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଫାଷ୍ଟ-ଏଡ ଦେଇ ସେମାନଙ୍କ ଜୀବନ ବଞ୍ଚାଇ ହେବ।

ପାଣିରୁ ଉଦ୍ଧାର ପରେ ବ୍ୟକ୍ତିଙ୍କୁ ପ୍ରାଥମିକ ଉପଚାର କେମିତି ଦିଆଯିବ, ଏ ବିଷୟରେ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା।

Tags: #DrowningPrevention #DrowningDeath #LifeCare #OdiaHealthTips #DoctorsAdvice

Comment