ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କ ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ ବୋଲି ଡାକ୍ତର କୁହନ୍ତି।
ତେବେ କୋଷ୍ଠକାଠିନ୍ୟ କାହିଁକି ହୁଏ, କୋଷ୍ଠକାଠିନ୍ୟକୁ ଚିହ୍ନିବେ କେମିତି, କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କ’ଣ ଖାଇବେ, କ’ଣ ନୁହେଁ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ବାରିକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Constipation #Symptoms #Treatment #OdiaHealthTips #DoctorAdvice