ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକ କାନ କୁଣ୍ଡାଇବା ପାଇଁ ହେଉ ବା କାନକୁ ସଫା କରିବା ପାଇଁ କାନରେ କାଠି, ଚାବି ଆଦି ଭର୍ତ୍ତି କରିଥାଆନ୍ତି, ଯାହା କାନ ପରଦା ପାଇଁ ଆଦୌ ଭଲ ହୋଇନଥାଏ।

ତେବେ କାନକୁ କେମିତି ସଫା କରିବେ, କାନକୁ ସଫା କରିବା ପାଇଁ କ’ଣ କରିବେ ଏବଂ କାନ ସଫା କରିବା ସମୟରେ କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ, ସେ ସମ୍ପର୍କରେ କର୍ଣ୍ଣ, ନାଶା ଓ ଗଳା ବିଭାଗର ଡାକ୍ତର ରୋହିତ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Ear #EarsCare #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here