ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶିଶୁଙ୍କଠାରେ ମଧ୍ୟ ହୋଇପାରେ କୋଷ୍ଠକାଠିନ୍ୟ ସମସ୍ୟା। ସଠିକ ସମୟରେ ଲକ୍ଷଣକୁ ଚିହ୍ନି ଚିକିତ୍ସା କରାଗଲେ କୋଷ୍ଠକାଠିନ୍ୟ ଜଟିଳତାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ଛୋଟ ପିଲାଙ୍କଠାରେ କୋଷ୍ଠକାଠିନ୍ୟ ସମସ୍ୟା କାହିଁକି ଦେଖାଦିଏ, ପିଲାଙ୍କ କୋଷ୍ଠକାଠିନ୍ୟକୁ କେମିତି  ଚିହ୍ନିବେ, ପିଲାଙ୍କୁ କେଉଁଭଳି ଖାଦ୍ୟ ଖାଇବାକୁ ଦେବା ଏବଂ ପିଲାଙ୍କ କୋଷ୍ଠକାଠିନ୍ୟର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Constipation #Causes #Treatment #HealthyLifestyle #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here