ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତ୍ୟେକ ମଣିଷର ବାୟୁ ଯିବା ଏକ ସାଧାରଣ ସମସ୍ୟା। ହେଲେ ଏହା ଅତ୍ୟଧିକ ହେଲେ ସମସ୍ୟାରେ ପରିଣତ ହୋଇଯାଏ।
ତେବେ ବାୟୁ ଦୋଷ ହେବାର କାରଣ କ’ଣ, ବାୟୁ ଦୋଷକୁ ରୋକି ପାଇଁ ଡାଏଟ ଓ ଏକ୍ସରସାଇଜ, କେତେବେଳେ ଜଣେ ଡାକ୍ତରଙ୍କ ପରାମର୍ଶ ନେବେ, ବାୟୁ ଦୋଷରୁ କିପରି ମୁକ୍ତି ପାଇବେ, ସେ ସମ୍ପର୍କରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Flatulence #Causes #Treatment #HealthCare #OdiaHealthTips #DoctorsAdvice