ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସ୍ନାୟବିକ ପ୍ରଣାଳୀ ହେଉଛି ମନୁଷ୍ୟ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଗତି ଏବଂ ସମ୍ବେଦନଶୀଳତାଠାରୁ ନେଇ ଚିନ୍ତା ଏବଂ ଭାବନା ପର୍ଯ୍ୟନ୍ତ, ଏହା ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ସ୍ନାୟବିକ ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଭିଟାମିନ ବି, ଭିଟାମିନ ଇ ଏବଂ ଓମେଗା ଫ୍ୟାଟି ଏସିଡ୍ ସମେତ ଫାଇବର ଯୁକ୍ତ ଖାଦ୍ୟ ସ୍ନାୟୁର କାର୍ଯ୍ୟକୁ ସଠିକ ଭାବରେ ପରିଚାଳନା କରିବାରେ ସହାୟକ ହୋଇଥାଏ। ତେବେ ଶରୀରରେ ସ୍ନାୟୁର ସଠିକ ପରିଚାଳନା ପାଇଁ କ’ଣ କରିବେ ଓ ସ୍ନାୟୁ ସୁସ୍ଥ ରଖିବାକୁ କ’ଣ ଖାଇବେ କ’ଣ ନୁହେଁ, ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Neurology #NervousSystem #Treatment #HealthCare #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here