ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଜଣେ ମହିଳା ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ ବା ଉଚିତ ପୋଷଣ ଖାଦ୍ୟରେ ସାମିଲ କରିପାରନ୍ତି ନାହିଁ। ଫଳରେ କ୍ୟାଲସିୟମ୍‌, ଆନେମିଆ ଭଳି ଅଭାବ ଦେଖାଦେଇଥାଏ।

ତେବେ ସୁସ୍ଥ ରହିବା ପାଇଁ ଜଣେ ମହିଳା କେଉଁଭଳି ଖାଦ୍ୟ ଖାଇବେ, ସେ ବିଷୟରେ ଡାଏଟିସିଆନ୍‌ ଯସ୍ମିନ୍‌ ହବିବ୍‌ଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HealthyDiet #HealthyFood #EatingHabits #WomenCare #HealthManagement #Healthcare #OdiaHealthTips #DoctorAdvice

Comment