ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଅନନ୍ୟା ଗରାବଡ଼ୁ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୮ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅନନ୍ୟା। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା।

କଠିନ ପରିଶ୍ରମ ଆଜି ତାଙ୍କ ଓଏଏସ ହେବାର ସ୍ଵପ୍ନ ପୂରା କରିଥିବା କୁହନ୍ତି ଅନନ୍ୟା। ଚାକିରି ସହ ଓସିଏସ ପରୀକ୍ଷା ପାଇଁ ପାଠପଢ଼ା ଅନନ୍ୟାଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ଥିଲା।

“ଅଫିସରେ ଯେତେବେଳେ ବି ସମୟ ମିଳେ ମୁଁ ପଢ଼େ। ଅଫିସରୁ ଫେରିବା ପରେ ମୁଁ ଲାଇବ୍ରେରୀ ଯାଏ”, କହିଛନ୍ତି ଅନନ୍ୟା ଗରାବଡୁ।

ଓସିଏସ୍ କ୍ରାକ୍ କରିବା ପାଇଁ କ’ଣ ରହିଥିଲା ଅନନ୍ୟା ଗରାବଡ଼ୁଙ୍କ ଷ୍ଟ୍ରାଟେଜି, ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #SuccessStory #AnanyaGarabadu #Topper #OAS #OCS #OPSC

Comment