ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମୁଖ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ସ୍ଥାନରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାସ୍ନର କୁହାଯାଏ।
ତେବେ ମୁଖ କର୍କଟକୁ କେମିତି ଚିହ୍ନିବେ, ମୁଖ କର୍କଟ କାହିଁକି ହୁଏ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ କ୍ୟାନ୍ସର ସର୍ଜନ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #OralCancer #MouthCancer #Cancer #Symptoms #Causes #Treatment #OdiaHealthTips #DoctorAdvice