ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଯେକୌଣସି ବୟସରେ ହାର୍ନିଆ ହୋଇପାରେ। ଛୋଟ ପିଲାଙ୍କଠାରେ ମଧ୍ୟ ହାର୍ନିଆ ହେବାର ସମ୍ଭାବନା ରହିଛି।
ତେବେ ଛୋଟ ପିଲାଙ୍କଠାରେ ହାର୍ନିଆ ହେବାର କାରଣ କ’ଣ, ହାର୍ନିଆ କେତେ ପ୍ରକାରର, ହାର୍ନିଆ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ, ହାର୍ନିଆ ଓ ହାଇଡ୍ରୋସିଲ ମଧ୍ୟରେ ତଫାତ କ’ଣ ଓ ହାର୍ନିଆର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବନୋଜ କୁମାର ରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Hernia #Children #Causes #ChildCare #OdiaHealthTips #DoctorAdvice