ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଜୀବନରେ ଅନୁଭବ କରିଥାଆନ୍ତି।

ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଉଛି ବୋଲି କେମିତି ଜାଣିବେ, ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା କାହିଁକି ହୁଏ, ଏହାର ପରୀକ୍ଷା କେମିତି କରାଯାଏ ଓ କିପରି ରହିଛି ଏହାର ଚିକିତ୍ସା, ସେ ବିଷୟରେ ନ୍ୟୁରୋଲୋଜିଷ୍ଟ ସୁଶାନ୍ତ କୁମାର ଖିଲାରଙ୍କଠାରୁ ଅଧିକା ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Tension #TensionHeadache #Causes #Treatment #HealthCare #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here