ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ମଣିଷ ଏକ ବ୍ୟସ୍ତବହୁଳ ଜୀବନ ଦେଇ ଗତି କରୁଛି। ଭୋକ ଲାଗିଲା ମାତ୍ରେ ପୋଷଣଯୁକ୍ତ ଖାଦ୍ୟ ପରିବର୍ତ୍ତେ ବାହାର ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି। ଫଳରେ ଶରୀରରେ ନାନା ପ୍ରକାର ରୋଗ ସୃଷ୍ଟି ହୋଇଥାଏ।

ତେଣୁ କେବଳ ଖାଦ୍ୟ ଖାଇବା ନୁହେଁ, ପ୍ରତିଦିନ ସନ୍ତୁଳିତ ଆହାର ନେବା ଉଚିତ। ସୁସ୍ଥ ଶରୀର ପାଇଁ ବାଲାନ୍ସ ଡାଏଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯାହା ଫଳରେ ଆପଣଙ୍କ ଖାଦ୍ୟ ତାଲିକା ହିଁ ଆପଣଙ୍କ ସୁସ୍ଥତାର ପ୍ରମାଣ ଦେବ।

ତେବେ ଶରୀରକୁ ସୁସ୍ଥ ରଖିବା ପାଇଁ କ’ଣ ରହିବ ଡାଏଟ୍ ପ୍ଲାନ, କ’ଣ ଖାଇବେ ଏବଂ କେଉଁ ଖାଦ୍ୟଠାରୁ ଦୂରେଇ ରହିବେ, ସେ ବିଷୟରେ ଡାଏଟିସିଆନ୍ ସ୍ୱାତୀ ମହାପାତ୍ରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diet #HealthyDiet #HealthyFood #OdiaHealthTips #HealthCare #HealthyLife #DoctorAdvice

Comment