ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଦୀର୍ଘ ସମୟ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ରହିଲେ, ସେଥିରୁ ଆସୁଥିବା ଅତିବାଇଗଣି ରଶ୍ମୀ କାରଣରୁ ଚର୍ମ କଳା ହୋଇଯାଏ, ଯାହାକୁ ସନ୍ ଟ୍ୟାନ୍ କୁହାଯାଏ। ଏହାକୁ ନେଇ ବେଳେବେଳେ ଚିନ୍ତା ମଧ୍ୟ ବଢ଼ିଯାଏ।
ତେବେ ସନ୍ ଟ୍ୟାନ୍ ଯୋଗୁଁ କ’ଣ ସମସ୍ୟା ହୋଇପାରେ, ସନ୍ ବର୍ଣ୍ଣ ଓ ସନ୍ ଟ୍ୟାନ୍ ମଧ୍ୟରେ ପାର୍ଥକ୍ୟ କ’ଣ, ସନସ୍କ୍ରିନ ବ୍ୟବହାର କରିବା କେତେ ଜାରୁରୀ ଓ ସନ୍ ଟ୍ୟାନ୍ କେମିତି ଦୂର ହେବ, ସେ ବିଷୟରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Summer #SummeSkin #SkinCare #SunTan #Causes #Treatment #HealthyLife #OdiaHealthTips #DoctorAdvice
















