ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ଚିନ୍ମୟୀ ଭୂୟାଁ। କାନାଡାରେ ଆୟୋଜିତ ୱାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ସାହସ ଅନେକ ମହିଳାଙ୍କ ପାଇଁ ପ୍ରେରଣା।

ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି ଚିନ୍ମୟୀ। ସେ କୁହନ୍ତି ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ଜରୁରୀ। ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜ ବିଷୟରେ ଅନେକ କଥା କହିଛନ୍ତି ଚିନ୍ମୟୀ। ଦେଖନ୍ତୁ ଭିଡିଓ।

Tags: #ChinmayeeBhuyan #Karate #Sports #ExclusiveInterview #Odisha

Comment