ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ଓ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ପଦକ ଜିତିଛନ୍ତି ଚିନ୍ମୟୀ ଭୂୟାଁ। କାନାଡାରେ ଆୟୋଜିତ ୱାଲର୍ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଚିନ୍ମୟୀ। ଚିନ୍ମୟୀଙ୍କ ସାହସ ଅନେକ ମହିଳାଙ୍କ ପାଇଁ ପ୍ରେରଣା।

ଝିଅମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଛନ୍ତି ଚିନ୍ମୟୀ। ସେ କୁହନ୍ତି ସମସ୍ତେ ଆତ୍ମରକ୍ଷା କୌଶଳ ଶିଖିବା ଜରୁରୀ।

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚିନ୍ମୟୀ ଭୂୟାଁ ନିଜ ଫିଟନେସ୍‌କୁ ବେଶି ଗୁରୁତ୍ୱ ଦିଅନ୍ତି। କିନ୍ତୁ ପ୍ରେମ ପାଇଁ ତାଙ୍କ ପାଖରେ ସମୟ ନଥିବା ଚିନ୍ମୟୀ କୁହନ୍ତି। ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ନିଜ ବିଷୟରେ ଅନେକ କଥା କହିଛନ୍ତି କରାଟେ କୁଇନ୍ ଚିନ୍ମୟୀ ଭୂୟାଁ। ଦେଖନ୍ତୁ ଭିଡିଓ।

Tags: #ChinmayeeBhuyan #Karate #Sports #ExclusiveInterview #Odisha

LEAVE A REPLY

Please enter your comment!
Please enter your name here