ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ ହିପ୍ ପେନ୍ ଆର୍ଥ୍ରାଇଟିସ୍, ଭୁଲଶୈଳୀରେ ଶୋଇବା ବା ଆଘାତ ଲାଗିବା କାରଣରୁ ହୋଇପାରେ। କେତେକ କ୍ଷେତ୍ରରେ ସର୍ଜରୀର ମଧ୍ୟ ଆବଶ୍ୟକତା ପଡ଼ିଥାଏ।
ତେବେ ତଳି ଅଣ୍ଟା ବା ହିପ୍ ଯନ୍ତ୍ରଣା କାହିଁକି ହୁଏ, କାହାକୁ ହେବାର ଆଶଙ୍କା ଅଧିକ, ହିପ୍ ଯନ୍ତ୍ରଣାର ପରୀକ୍ଷା କିପରି କରାଯାଏ ଓ ଏହାକୁ କିପରି ରୋକିବେ, ସେ ବିଷୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡ଼ଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HipPain #Causes #Treatment #HealthyLife #OdiaHealthTips #DoctorAdvice