ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭଧାରଣ ପାଇଁ ପ୍ଲାନ୍ କରିବା ବେଳେ କିଛି ମହିଳାଙ୍କର ଗର୍ଭ ରହିପାରେ ନାହିଁ, ଏହାର କାରଣ ଟ୍ୟୁବାଲ ବ୍ଲକେଜ୍ ହୋଇଥାଇପାରେ।
ତେବେ ଟ୍ୟୁବାଲ୍ ବ୍ଲକେଜ କ’ଣ, ଟ୍ୟୁବାଲ ବ୍ଲକେଜକୁ କେମିତି ଚିହ୍ନିବେ, ଏହାର କାରଣ କ’ଣ ଓ କିପରି ଏହାର ପରୀକ୍ଷା କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #TubalBlockage #BlockedFallopianTube #Causes #Treatment #OdiaHealthTips #DoctorAdvice