ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅନିୟନ୍ତ୍ରିତ ଡାଏବେଟିସ୍ ଯୋଗୁଁ ପାଦରେ ଅଲସର ବା ଘା’ ହେବାର ସମ୍ଭାବନା ଅଧିକ ଥାଏ। ବେଳେ ବେଳେ ପାଦ କାଟିବାର ବି ଆବଶ୍ୟକ ପଡ଼ିପାରେ।
ତେବେ ଡାଏବେଟିସ ଯୋଗୁଁ ପାଦରେ କେଉଁ କେଉଁ ସମସ୍ୟା ହୁଏ, ଡାଏବେଟିସ ରୋଗୀଙ୍କ ପାଦରେ ଘା’ ହେବାର କାରଣ କ’ଣ, ସବୁ ଡାଏବେଟିସ୍ ରୋଗୀଙ୍କ ପାଦରେ ସମସ୍ୟା ହୁଏ କି ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #DiabeticFoot #Diabetic #FootUlcer #Causes #Treatment #OdiaHealthTips #DoctorAdvice