ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ୍ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ।

ତେବେ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି, କେଉଁମାନେ ଇନସୁଲିନ୍ ନେଇପାରିବେ, ଇନସୁଲିନ୍ ହରମୋନ କିଭଳି କାମ କରେ, ଇନସୁଲିନ୍ କେତେ ପ୍ରକାରର, ଇନସୁଲିନ୍ ନେଉଥିଲେ କେଉଁଭଳି ଡାଏଡ୍ ହେବା ଦରକାର, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ ଅଗ୍ରଓ୍ଵାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #Insulin #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here