ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଖାଦ୍ୟପେୟରେ ଅନିୟମିତତା ତଥା ଖାଦ୍ୟରେ ଅତ୍ୟଧିକ ତେଲ ମସଲାର ବ୍ୟବହାର ଶରୀରର ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଫଳରେ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ଜନିତ ସମସ୍ୟା ବଢ଼ିବାରେ ଲାଗିଛି।
ତେବେ ନିଜ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ, କ’ଣ ଖାଇଲେ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟକୁ ଦୂରେଇ ଦେଇ ପାରିବା, ପେଟ ଜନିତ ସମସ୍ୟା ଥିଲେ କ’ଣ ଖାଇବେ ନାହିଁ, ସେ ବିଷୟରେ ଡାଏଟିସିଆନ୍ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #StomachProblem #GutHealth #Causes #Treatment #OdiaHealthTips #DoctorAdvice