ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମେନୋପଜ୍‌ ସମୟରେ ମହିଳାଙ୍କର ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଦିଏ, ଯେପରିକି ମୁଡ୍‌ ସୁଇଙ୍ଗ, ହଟ୍‌ ଫ୍ଲାସେସ୍‌। ଏହାଛଡ଼ା ଏହି ସମୟରେ ମହିଳାଙ୍କଠାରେ କ୍ୟାଲ୍‌ସିୟମ୍ ଅଭାବ ଏବଂ ଅଷ୍ଟିଓପୋରସିସ୍‌ ବା ହାଡ଼ କ୍ଷୟ ହେବାର ସମସ୍ୟା ହୋଇଥାଏ। ତେଣୁ, ଏହି ସମୟରେ ଡାଏଟ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ତେବେ ମେନୋପଜ ସମୟରେ କେମିତି ହେବା ଜରୁରୀ ମହିଳାଙ୍କ ଡାଏଟ୍, ଏହି ସମୟରେ ଓଜନ ବୃଦ୍ଧିକୁ କିପରି ନିୟନ୍ତ୍ରଣ କରିବେ, ସେ ସମ୍ପର୍କରେ ଡାଏଟିସିଆନ ନିହାରିକା ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Menopause #OdiaHealthTips #Diet

Comment