ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କର ସୁନ୍ଦର ଏବଂ ସୁସ୍ଥ ତ୍ୱଚା ପାଇବାକୁ ଇଚ୍ଛା ଥାଏ। ସେମାନେ ନିଜ ତ୍ୱଚାକୁ ନେଇ ଯତ୍ନବାନ ମଧ୍ୟ ଥାନ୍ତି।

ସାଧାରଣତଃ ବର୍ଷା ଦିନେ ରୁପି ହେବା, କେଶ ଝଡ଼ିବା ଓ ଫଙ୍ଗାଲ ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖା ଦେଇଥାଏ।

ତେବେ ବର୍ଷା ଦିନେ ତ୍ୱଚା ଜନିତ କେଉଁ ସମସ୍ୟା ଦେଖାଦିଏ, ବର୍ଷା ଦିନେ ରୁପି ହେଲେ କ’ଣ କରିବେ, ବର୍ଷା ଦିନେ କେମିତି ନେବେ ତ୍ୱଚାର ଯତ୍ନ, ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SkinCare #RainySeason #OdiaHealthTips #DoctorAdvice

Comment