ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ରାଜ୍ୟରେ ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ସଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ପରିସ୍ଥିତି ସାଙ୍ଘାତିକ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ କଲେରା ବା ହାଇଜା କେମିତି ବ୍ୟାପେ, ହଇଜା ହେବାର କାରଣ କ’ଣ, କଲେରା ହେଲେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଦିଏ, କଲେରାର ଚିକିତ୍ସା କେମିତି କରାଯାଏ ଓ ଏଥିରୁ କିପରି ସୁରକ୍ଷିତ ରହିବେ, ସେ ବିଷୟରେ ବରିଷ୍ଠ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Cholera #Causes #Treatment #OdiaHealthTips #DoctorAdvice

Comment