ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭାବସ୍ଥାର ପ୍ରଥମ ତିନିମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମା’କୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ଆବଶ୍ୟକ।
ତେବେ ଗର୍ଭାବସ୍ଥାର ପ୍ରଥମ ତିନିମାସ ଗର୍ଭବତୀ ମା’ଙ୍କ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ, ଗର୍ଭାବସ୍ଥାର ତିନିମାସ ମଧ୍ୟରେ ମିସକ୍ୟାରେଜ ହେବାର ସମ୍ଭାବନା ଥାଏ କି, ଗର୍ଭାବସ୍ଥାରେ ଦୂର ଯାତ୍ରା କେତେ ନିରାପଦ, ଗର୍ଭାବସ୍ଥାର ପ୍ରଥମ ତିନିମାସ କ’ଣ ଖାଇବେ, କେଉଁ ଟେଷ୍ଟ କରିବେ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମ୍ରିନାଳ କାନ୍ତି ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PregnancyGuide #FirstTrimester #OdiaHealthTips #PregnancyCare #DoctorAdvice
















