ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ଗୀତିକାର ବାପୁ ଗୋସ୍ୱାମୀ। ସେ ‘ନବମ ଶ୍ରେଣୀ ଝିଅ’, ‘ପ୍ରେମ ବର୍ଣ୍ଣବୋଧ’, ‘ଜହ୍ନମାମୁର ଭାଣିଜି’ ଭଳି ସୁପରହିଟ୍ ଗୀତ ଲେଖି ବେଶ ପ୍ରଶଂସା ସାଉଣ୍ଟିଛନ୍ତି।

କଲେଜ ସମୟରୁ ଗୀତ ଲେଖା ପ୍ରତି ଆକର୍ଷିତ ହୋଇଥିଲେ ବାପୁ ଗୋସ୍ୱାମୀ। କିନ୍ତୁ କାହା ଆଗରେ ପ୍ରକାଶ କରୁନଥିଲେ। କିନ୍ତୁ ଲେଖାଲେଖି ଜାରି ରଖିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ପ୍ରଥମେ ତାଙ୍କୁ ସୁଯୋଗ ଦେଖିଥିଲେ। ‘ନବମ ଶ୍ରେଣୀ ଝିଆ’ ଗୀତ ବାପୁଙ୍କ ଦେଇଥିଲା ପରିଚୟ।

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଜାଣନ୍ତୁ ଗୀତିକାର ବାପୁ ଗୋସ୍ୱାମୀଙ୍କ ସଙ୍ଗୀତ ଓ ବ୍ୟକ୍ତିଗତ ଜୀବନର ଅନେକ ଜଣାଅଜଣା କଥା।

Tags: #OdiaDevotionalSong #OdiaSong #BapuGoswami #Interview

Comment