ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପେଟର ଚର୍ବିକୁ ନେଇ ବର୍ତ୍ତମାନ ସମସ୍ତଙ୍କର ଚିନ୍ତା। କେମିତି ପେଟର ଚର୍ବି କମିବ ତା’ ପାଇଁ ଆପଣାଇଥାନ୍ତି ବିଭିନ୍ନ ଉପାୟ। ପେଟର ଚର୍ବି କମାଇବା ପାଇଁ ସବୁଠାରୁ ଲାଭଦାୟକ ହେଉଛି ବ୍ୟାୟାମ।

ଘରେ ବିନା କୌଣସି ଉପକରଣ ସାହାଯ୍ୟରେ ବ୍ୟାୟାମ କରି ପେଟ କମ କରିହେବ। ପେଟ କମାଇବା ପାଇଁ ୪ଟି ସହଜ ବ୍ୟାୟମ ବିଷୟରେ ଜାଣିବା, ଯାହା ଆପଣଙ୍କ ପେଟର ଚର୍ବିକୁ କମ କରିବା ସହିତ ଆପଣଙ୍କୁ ଫିଟ୍ ରଖିପାରିବ।

Tags: #Exercise #ReduceBellyFat #FlatBelly #OdiaHealthTips

Comment