ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଜଣେ ଟାଣୁଆ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଦୀର୍ଘ ୬ ଦଶନ୍ଧି ଧରି ରାଜନୀତି ସହ ଯୋଡ଼ିହୋଇ ରହିଛନ୍ତି। ୭ ଥର ବିଧାୟକ ହେବା ସହ ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସାମ୍ନା କରିଛନ୍ତି।
ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ସେ। ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #PrafullaChandraGhadai #OdishaPolitics #VeteranLeader #Ketekatha














