ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କପର-ଟି ବା ଆଇୟୁଡି କ’ଣ, ଏହା କେମିତି ବ୍ୟବହାର କରାଯାଏ, ଆଇୟୁଡି ଯୋଗୁଁ ସହବାସରେ ସମସ୍ୟା ହୁଏ କି, କେତେ ଦିନ ଯାଏଁ ଆଇୟୁଡି ଲଗାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୋନିକା ଗୁପ୍ତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #IUD #CopperT #OdiaHealthTips #DoctorAdvice


















