ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆମେ ସମସ୍ତେ ଶୋଇବାବେଳେ ଘୁଙ୍ଗୁଡ଼ି ମାରିଥାଉ। ଏହା ଆମ ଅଜାଣତରେ ହୋଇଥାଏ। ଆମେ ଯେତେବେଳେ ଅତ୍ୟଧିକ ନିଦ୍ରାରେ ଥାଉ ସେତେବେଳେ ଘୁଙ୍ଗୁଡ଼ି ମାରିଥାଉ।
ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୋଇଥାନ୍ତି। ଏହା ଏକ ବଡ଼ ସମସ୍ୟା ନହେଲେ ମଧ୍ୟ ଆମ ଶରୀର ପକ୍ଷେ ଭଲ ନୁହେଁ।
ତେବେ କାହିଁକି ଘୁଙ୍ଗୁଡ଼ି ହୁଏ,ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବରିଷ୍ଠ ଶ୍ୱାସ ତଥା ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Snoring #SleepHygiene #Causes #Treatment #OdiaHealthTips #DoctorAdvice











