ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାଇପର-ଥାଇରଏଡ୍‌ଜିମ୍‌ ହେଉଛି ଏକ ଅଟୋଇମ୍ୟୁନ୍‌ ରୋଗ। ଏହା ହେଲେ ବ୍ୟକ୍ତିଙ୍କ ଓଜନ କମିଯାଏ, ହାଲିଆ ଲାଗେ, ଆଖି ବାହାରକୁ ଆସିଯାଏ।

ହାଇପର-ଥାଇରଏଡ୍‌ଜିମ୍‌ ବା ଗ୍ରେଭ ରୋଗ କ’ଣ, ଏହା କାହିଁକି ହୁଏ, ହାଇପର-ଥାଇରଏଡ୍‌ଜିମ୍‌ ର ଲକ୍ଷଣ କ’ଣ, ଏହା ଯୋଗୁଁ କେଉଁ ସମସ୍ୟା ହୋଇପାରେ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଜତିନ କୁମାର ମାଝୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Hyperthyroidism #Causes #Treatment #OdiaHealthTips #DoctorAdvice

Comment