ଓଡ଼ିଶାଲାଇଭ୍ ବ୍ୟୁରୋ![](https://odisha.live/wp-content/uploads/2019/12/Eviction-drive-in-Lingaraj-Temple-0-300x225.jpeg)
ଲିଙ୍ଗରାଜ ମନ୍ଦିର ନବୀକରଣ ପାଇଁ ବିଏମସି ପକ୍ଷରୁ ଶୁକ୍ରବାର ମଧ୍ୟ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଆଜି ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।
ସୋମବାର ପ୍ରଥମ ଦିନରେ ମନ୍ଦିରଠୁ ଭଜନ ମଣ୍ଡପ ପର୍ଯ୍ୟନ୍ତ ବିଡିଏ ଓ ବିଏମ୍ସିର ଜଏଣ୍ଟ ସ୍କ୍ଵାର୍ଡ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ପରେ ସ୍ଥାନୀୟ ଲୋକେ ଓ କଂଗ୍ରେସକର୍ମୀମାନେ ବିରୋଧ କରିଥିଲେ। ବିଏମ୍ସି କମିସନରଙ୍କ ଆଲୋଚନା ପରେ ପୁଣି ଉଚ୍ଛେଦ ଆରମ୍ଭ ଜାରି ରହିଛି।