ଓଡ଼ିଶାଲାଇଭ୍ ବ୍ୟୁରୋ

ଅପେକ୍ଷାର ଅନ୍ତ ହେଲା। ଓଡ଼ିଶା ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ବୁଧବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ବିଜେଡି ୯ଟି ଲୋକସଭା ଆସନ ଓ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
କିଏ ହେଲେ ବିଜେଡିର ଲୋକସଭା ପ୍ରାର୍ଥୀ?
ସମ୍ବଲପୁର – ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼ – ଦିଲ୍ଲୀପ ତିର୍କୀ
କଳାହାଣ୍ଡି – ଲମ୍ବୋଧର ନିଆଳ
ମୟୂରଭଞ୍ଜ – ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡ଼ା – ଅଂଶୁମାନ ମହାନ୍ତି
ନବରଙ୍ଗପୁର – ପ୍ରଦୀପ ମାଝି
ଭୁବନେଶ୍ୱର – ମନ୍ମଥ ରାଉତରାୟ
କୋରାପୁଟ – କୌଶଲ୍ୟା ହିକ୍କକା
ଆସ୍କା – ରଞ୍ଜିତା ସାହୁ
କିଏ ଲଢ଼ିବେ କେଉଁ ବିଧାନସଭା ଆସନ?
ହିଞ୍ଜିଳି – ନବୀନ ପଟ୍ଟନାୟକ
ବିଷମ କଟକ – ଜଗନ୍ନାଥ ସାରକା
ଗୁଣପୁର – ରଘୁନାଥ ଗମାଙ୍ଗ
ରାୟଗଡ଼ା – ଅନୁସୂୟା ମାଝି
ବରଗଡ଼ – ଦେବେଶ ଆଚାର୍ଯ୍ୟ
ବିଜେପୁର – ରୀତା ସାହୁ
ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
ଭଟଲି – ସୁଶାନ୍ତ ସିଂ
ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
ବସ୍ତା – ସୁବାସିନୀ ଜେନା
ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
ଭଦ୍ରକ – ପ୍ରଫୁଲ ସାମଲ
ବାସୁଦେବପୁର – ବିଷ୍ଣୁବ୍ରତ ରାଉତରାୟ
ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି – ବ୍ୟୋମକେଶ ରାୟ
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
ଧର୍ମଶାଳା – ପ୍ରଣବ ବଳବନ୍ତରାୟ
ଯାଜପୁର – ସୁଜାତା ସାହୁ
ସୁକିନ୍ଦା – ପ୍ରୀତିରଞ୍ଜନ ଘଡ଼େଇ
ଢେଙ୍କାନାଳ – ସୁଧୀର ସାମଲ
କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ – ନୃସିଂହ ସାହୁ
ପାଲଲହଡ଼ା – ମୁକେଶ ପାଲ
ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
ସୋନପୁର – ନିରଞ୍ଜନ ପୂଜାରୀ
ଲୋଇସିଂହା – ନିହାର ରଞ୍ଜନ ବେହେରା
ପାଟଣାଗଡ଼ – ସରୋଜ ମେହେର
ବଲାଙ୍ଗିର – କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ଼ – ଟୁକୁନି ସାହୁ
ନୂଆପଡ଼ା – ରାଜେନ୍ଦ୍ର ଢୋଲକିଆ
ଉମରକୋଟ – ନବୀନା ନାୟକ
ଝରିଗାଁ – ରମେଶ ଚନ୍ଦ୍ର ମାଝି
ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ଼ – ପ୍ରଦୀପ କୁମାର ଦିଶାରୀ
ଜୁନାଗଡ଼ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼ – ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା – ଲତିକା ନାୟକ
ଜି. ଉଦୟଗିରି – ସାଲୁଗା ପ୍ରଧାନ
କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ
ବଡ଼ମ୍ବା – ଦେବୀ ପ୍ରସାଦ ମିଶ୍ର
ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ଼ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଟକ ଚୌଦ୍ଵାର – ସୌଭିକ ବିଶ୍ୱାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ କେଶରୀ ଦେବ
ରାଜନଗର – ଧ୍ରୁବ ସାହୁ
ମହାକାଳପଡ଼ା – ଅତନୁ ସବ୍ୟସାଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ଼ – ଅରୁଣ ସାହୁ
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
ସୋରଡ଼ା – ସଂଘମିତ୍ରା ସ୍ୱାଇଁ
ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର
ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ଼ – ଚନ୍ଦ୍ରଶେଖର ମାଝି
କୋରାପୁଟ – ରଘୁରାମ ପୋଡ଼ାଲ
ମାଲକାନଗିରି – ମାନସ ମାକାମ୍ବୀ
କାଶୀପୁର – ବଦ୍ରିନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପରବର୍ତ୍ତୀ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିଛି।
Tags: #Politics #OdishaPolitics #BJD #BJDReleaseCandidatesList #Odisha #LokSabhaElection #AssemblyElection