ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା ପାଲଟିଯାଇଛି। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ୟା କେବେନା କେବେ ସମସ୍ତେ ଜୀବନରେ ଅନୁଭବ କରିଥାଆନ୍ତି।
ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା କାହିଁକି ହୁଏ, ଏହାର ଲକ୍ଷଣ କ’ଣ, ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା ହେଲେ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ଖିଲାରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Tension #Headache #TensionHeadache #Treatment #OdiahealthTips #DoctorsAdvice