ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଦିନରେ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ। ଡେଙ୍ଗୁ, ରୋଗୀଙ୍କର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହା ଏକ ମାରାତ୍ମକ ରୋଗ ବୋଲି ଡାକ୍ତର କୁହନ୍ତି।
ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ, ଡେଙ୍ଗୁ ଦାଉରୁ କିଭଳି ରକ୍ଷା ପାଇବେ ଏବଂ ଡେଙ୍ଗୁ ହେଲେ କ’ଣ ସବୁ ଜଟିଳତା ଦେଖାଦିଏ, ସେ ସମ୍ପର୍କରେ ଡାକ୍ତର ଏସ୍ ସାଇଦର୍ଶିନୀ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Dengue #Treatment #Prevention #DoctorsAdvice #OdiaHealthTips